Below header

ମହିଳାଙ୍କ ଉପରେ ଚଢ଼ି ଗଲା ସିମେଣ୍ଟ ବୋଝେଇ ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ସୋରଡା ଥାନା ନୂଆଗାଁ ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ରେ ମହିଳାଙ୍କ ମୃତ । ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିବା ବେଳେ ମହିଳାଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିବା ସୂଚନା ମିଳିଛି । ମୃତକ ମହିଳାଙ୍କ ନାଁବୁଟିବା ରାଣୀ ବୋଲି ଜଣାପଡିଛି ।

ସୋରଡା (କେନ୍ୟୁଜ): ସୋରଡା ଥାନା ନୂଆଗାଁ ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ରେ ମହିଳାଙ୍କ ମୃତ । ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିବା ବେଳେ ମହିଳାଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିବା ସୂଚନା ମିଳିଛି । ମୃତକ ମହିଳାଙ୍କ ନାଁବୁଟିବା ରାଣୀ ବୋଲି ଜଣାପଡିଛି ।

ସୂଚନା ମୁତାବକ ମହିଳା ଜଣକ ଦିବାକର ବେହେରାଙ୍କ ସହିତ ମିଶି ଗ୍ରାମ ଗ୍ରାମ ବୁଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିଲେ। ଏହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଆସି ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ସୋରଡା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.