Below header

ଆଦିତ୍ୟ ପାଢୀ ହେବେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର(କେନ୍ୟୁଜ୍): ଆଦିତ୍ୟ ପାଢୀ ହେବେ ରାଜ୍ୟ ନିର୍ବାଚନ କମିଶନର । ଆଦିତ୍ୟ ପାଢୀଙ୍କ ନୂଆ ନିଯୁକ୍ତିକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ରାଜ୍ୟପାଳ ଗଣେଶୀ ଲାଲ ବିଧିବଦ୍ଧ ଅନୁମୋଦନ ଦେଇଛନ୍ତି । ୧୯୮୩ ବ୍ୟାଚ୍‌ ଓଡ଼ିଶା କ୍ୟାଡ୍‌ର ପ୍ରଶାସନିକ ଅଧିକାରୀ ଆଦିତ୍ୟ ପାଢ଼ୀ ଏବେ ମୁଖ୍ୟ ଶାସନ ସଚିବ ଅଛନ୍ତି । ୨୦୧୫ ନଭେମ୍ବର ୩୦ ତାରିଖରୁ ସେ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.