Below header

‘ଲିଙ୍ଗରାଜଙ୍କୁ ନେଇ ସାମନ୍ୟା ଅଣଦେଖା କରାଯାଇ ପାରିବ ନାହିଁ’: ଅମର ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ପ୍ରଭୁ ଲିଙ୍ଗରାଜଙ୍କୁ ନେଇ ସାମନ୍ୟା ଅଣଦେଖା ବି କରାଯାଇ ପାରିବ ନାହିଁ । ସେ ସବୁ ରାଜନୈତିକ ଦଳ ଓ ବର୍ଗରୁ ଉପରେ। କାହିଁକି ତାଙ୍କୁ ନେଇ ରାଜନୀତି। ସମସ୍ତେ ଜାଣିଛନ୍ତି ଭଗବାନ ଶିବଙ୍କ ପ୍ରକୋପ। ଏହାର ତୁରନ୍ତ ପ୍ରତିକାର କରାନଗଲେ ଉତ୍କଳ ଓ କଳିଙ୍ଗ ଭୂମିରୁ ବିଜେପି ଓଡ଼ିଶାକୁ ବିନାଶ କରିଦେବ।


ଶ୍ରୀମନ୍ଦିର ବିବାଦୀୟ ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହୃତ ହେବାର ଦିନକ ପରେ ଲିଙ୍ଗରାଜ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ସହ କଥା ହୋଇଥିଲି । ବିଜେଡି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟିବା ସମୟରେ ଉଭୟ ବାଇ ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିବା ଅମର ପଟ୍ଟନାୟକ ଟ୍ଵିଟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.