Below header

ବର୍ଷେ ହେଲାଣି, ଆଉ କେତେ ଦିନ ? ଏମିତି ଟ୍ଵିଟ୍‌ କରି ନ୍ୟାୟ ମାଗିଲେ ସାଂସଦ ଅନୁଭବ ମହାନ୍ତି

କଟକ(କେନ୍ଯୁଜ୍): ନ୍ୟାୟ ମାଗିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ-ବର୍ଷା ବିବାଦ ସମ୍ପର୍କୀତ ଗତ ୨୦୨୦ ଡିସେମ୍ବର ମାସ ୧୮ ତାରିଖ ରାତି ୧୦ଟା ସମୟର ଏକ ଭିଡ଼ିଓ ଟ୍ଵିଟ୍‌ କରି ମାଗିଲେ ନ୍ୟାୟ ।

ଅନୁଭବ ଓ ତାଙ୍କ ଅଫିସ କର୍ମଚାରୀଙ୍କ ବିରୋଧରେ ରୁଜୁ ମାମଲା ସମ୍ପର୍କରେ ଟ୍ଵିଟରେ ଉଲ୍ଲେଖ କଲେ । ଘଟଣାକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ନ୍ୟାୟ ମିଳିନଥିବାରୁ ଭିଡ଼ିଓ ଜାରି କରିଥିବା ଟ୍ଵିଟରେ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି ।

anubhav

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.