Below header

ସୁନାବେଡ଼ା ଗାଁରେ ଭାଲୁ ଆତଙ୍କ, ଜଣେ ଯୁବକ ଗୁରୁତର

ନୂଆପଡା ଜିଲ୍ଲା ସୁନାବେଡ଼ା ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ସଞ୍ଚିତ ମାଝି ନାମକ ଜଣେ ଯୁବକ ଗୁରୁତର ଆହତ। ସକାଳେ ସଞ୍ଚିତ ଜଙ୍ଗଲ ମଧ୍ୟ ଦେଇ ଚାଷଜମିକୁ ଯାଉଥିବା ବେଳେ ହଠାତ ଭାଲୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.