Below header

ଆଜି ଭୁବନେଶ୍ୱରରୁ ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୯୦ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଦିନ କୁ ଦିନ ବଢିଚାଲିଛି ବଢିଚାଲିଛି ପଜିଟିଭ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୪୭୨ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସହରରେ ୧୩୦୧ ଟି ଆକ୍ଟିଭ କେଶ ରହିଥିବା ବେଳେ ୨୧୫୧ ଜଣ ଆରୋଗ୍ୟ ଲାଭ କରି ଫେରିଛନ୍ତି । ଯେବେକି ଭୁବନେଶ୍ୱରରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟଙ୍କ ମଧ୍ୟରୁ ୭୧ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହା ବାଦ ଆଜି ରାଜଧାନୀରୁ ୯୦ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.