ଆଜି ରାଜଧାନୀରୁ ୩୪ ନୂଆ ପଜିଟିଭ କେସ, ସୁସ୍ଥ ହେଲେ ୪୩ ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୦ ହଜାର ୮୯୫ କୁ ବୃଦ୍ଧି ପାଇଛି । ସୂଚନା ମୁତାବକ ଏବେକା ସମୟରେ ୩୭୭ ଟି ଆକ୍ଟିଭ କେଶ ରହିଛି । କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୨୨୩ ଜଣଙ୍କ ଜୀବନ ଯାଇସାରିଲାଣି…