Below header

ଭୁବନେଶ୍ୱରରୁ ଆଜି ୧୧୧୮ ଜଣ ନୂଆ ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୮୫୧

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୧୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂଖ୍ୟା ୬୦
ହଜାର ୨୮୧ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ରାଜଧାନୀରୁ ୮୫୧ ଜଣ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ସୁସ୍ଥ ସଂଖ୍ୟା ୪୮

ହଜାର ୨୮୬ ଛୁଇଁଛି । ଏଯାବତ ସହରରେ ୨୯୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧ ହଜାର ୬୮୩ଟି ଆକ୍ଟିଭ କେଶ ରହିଛି । କହିରଖିବା ଉଚିତ ହେବକି କ୍ଵରେଣ୍ଟିଂନରୁ ୧୭୪ ଜଣ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୭୪ ଜଣ ଆକ୍ରନ୍ତ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.