ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦ ହଜାର ୭୮୨, ପାଞ୍ଚ ଲକ୍ଷ ପାର ହେଲା ସଂଖ୍ୟା

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୧୦ ହଜାର ୭୮୨ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାଯାଇଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୫ ଲକ୍ଷ ପାର ହୋଇଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୫ ଲକ୍ଷ ୨ ହଜାର ୪୫୫ ଜଣ ଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଜିର ସୁସ୍ଥ ସଂଖ୍ୟାରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୦୫ ଜଣ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୧୮୬ ଜଣ ଅଛନ୍ତି । ମାଲକାନଗିରିରୁ ସର୍ବନିମ୍ନ ୬୭ ଜଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.