Below header

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଣ୍ଡର କୋଅର୍ଡିନେଟର

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଣ୍ଡର କୋଅର୍ଡିନେଟର। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ବଲାଙ୍ଗିର ଭିଜିଲାନ୍ସ । ବଲାଙ୍ଗିର DPC ଅଫିସ ଶିକ୍ଷା ବିଭାଗରେ କାମ କରୁଥିବା ଜେଣ୍ଡର କୋର୍ଡିନେଟର ଜଣଙ୍କ ହେଉଛନ୍ତି ପୁଷ୍ପାଙ୍ଗିନୀ ଯୋଶୀ  ।

ବଲାଙ୍ଗିର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଜେଣ୍ଡର କୋଅର୍ଡିନେଟର। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ବଲାଙ୍ଗିର ଭିଜିଲାନ୍ସ । ବଲାଙ୍ଗିର DPC ଅଫିସ ଶିକ୍ଷା ବିଭାଗରେ କାମ କରୁଥିବା ଜେଣ୍ଡର କୋର୍ଡିନେଟର ଜଣଙ୍କ ହେଉଛନ୍ତି ପୁଷ୍ପାଙ୍ଗିନୀ ଯୋଶୀ  ।

ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝିଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ। ହଷ୍ଟେଲର କିଛି ବିଲ ପାସ କରାଇବା ପାଇଁ ପୁଷ୍ପାଙ୍ଗିନୀ ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍‌ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.