ରାଜଧାନୀରୁ ପୁଣି ବ୍ରାଉନ୍ ସୁଗାର ଜବତ : ୨ ଗିରଫ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ହଳଦୀ ପଡ଼ିଆରୁ ଜବତ ହେଲା ବ୍ରାଉନ୍‌ ସୁଗାର । କମିଶନରେଟ୍‌ ପୋଲିସ୍‌ର କୁଇକ୍‌ ଆକ୍‌ସନ୍‌ ଟିମ୍‌ ୩୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି । ଯାହାର ବଜାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।  ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି ଗିରଫ ଅଭିଯୁକ୍ତ ହେଉଛନ୍ତି ମଝିସାହିର ପ୍ରକାଶ ପ୍ରଧାନଙ୍କ ୨ ପୁଅ ପ୍ରଦୀପ ପ୍ରଧାନ ଓ ରବୀନ୍ଦ୍ର ପ୍ରଧାନ । ଏହା ସହ ଏକ ବାଇକ(ଓଡ଼ି ୦୨ ଏଆର ୮୩୦୦) ଜବତ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.