Below header

ଶ୍ରୀଜିଉଙ୍କ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍‌) : ଶରଧାବାଲିରେ ଗତକାଲି ଶ୍ରୀଜିଉମାନେ ପହଞ୍ଚିସାରିଥିବା ବେଳେ ଆଜି ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଜିଉମାନଙ୍କ ନୀତିକାନ୍ତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁବଦ୍ରାଙ୍କ ସହିତ ଗୋଟି ପହଣ୍ଡିରେ ଜନ୍ମବେଦୀରେ ପହଞ୍ଚିଛନ୍ତି ।

chariot in saradhabali

ସୂଚନାଯୋଗ୍ୟ ସେବାୟତମାନଙ୍କର ଦ୍ୱାରା ଆଜି ଦିନ ସାରା ରଥ ଉପରେ ନୀତିକାନ୍ତି କରାଯାଇଥିଲା । ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଅର୍ପଣ କରାଯାଇଥିଲା । କୋଭିଡ-୧୯ କଟକଣା ଯୋଗୁଁ ପୁରୀରେ ସାଧାରଣ ଭକ୍ତଙ୍କୁ ଶରଧାବାଲିକୁ ବାରଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.