Below header

ବଡ଼ ଦିନ ପାଇଁ ସାରା ବିଶ୍ୱ ଉତ୍ସବମୁଖର , ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

ଭୁବନେଶ୍ବର(କେନ୍ୟୁଜ୍) : ବଡ଼ ଦିନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ବେଥେଲହାମରୁ ଭାଟିକାନ ସିଟି ସବୁଠି ଚଳଚଞ୍ଚଳ । ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ପ୍ରେମ ଓ ଶାନ୍ତିର ବାର୍ତ୍ତା ନେଇ ଓହ୍ଲାଇ ଆସିଛନ୍ତି ଧରାପୃଷ୍ଠକୁ ।

xxxxxଝଲସୁଛି ଚର୍ଚ୍ଚ । କାରୋଲ ଗାନରେ ମୁଖରିତ ପରିବେଶ । ସମୂହ ପ୍ରାର୍ଥନା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭି଼ଡ଼ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପରସ୍ପର ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି । ଘରେ ଘରେ ଉତ୍ସବର ମାହୋଲ । ପ୍ରସ୍ତୁତ ହୋଇଛି ପିଠାପଣା ଓ ନାନା କେକ । ବଡ଼ ଦିନରେ ନାନା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି । କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.