କ୍ରିସମାସ ସେଲିବ୍ରେସନରେ ନଜର ଆସିଲେ ରଣବୀରଙ୍କ ଫ୍ୟାମିଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ
କ୍ରିସମାସ ସେଲିବ୍ରେସନରେ ସାମିଲ ହେବାପାଇଁ ରଣବୀର କପୁର ପତ୍ନୀ ଆଲିଆ ଭଟ୍ଟ ଏବଂ ଝିଅ ରାହାଙ୍କ ସହିତ ପହଞ୍ଚି ଯାଇଥିଲେ । ଏହି ତିନିଜଣ ଫୋଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଅଭିନେତା ରଣବୀର କପୁର ,ତାଙ୍କ ଝିଅ ଏବଂ ପତ୍ନୀ…