Below header

ଆସନ୍ତାକାଲି ସରୁଛି ମନ୍ତ୍ରୀମାନଙ୍କର ଡେଡ୍‌ଲାଇନ୍‌

କେନ୍ୟୁଜ୍: ଆସନ୍ତାକାଲି ସରୁଛି ମନ୍ତ୍ରୀମାନଙ୍କର ଡେଡ୍‌ଲାଇନ୍‌। ଦ୍ୱିତୀୟ ମାସରେ କିଏ କଣ କଲେ ତାହାର ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ। ଏଥିପାଇଁ ସବୁ ବିଭାଗ ମନ୍ତ୍ରୀ ନିଜ ନିଜ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାରେ ବ୍ୟସ୍ତ। ଆଗାମୀ ମାସରେ କଣ ସବୁ କାର୍ଯ୍ୟକ୍ରମ ହାତକୁ ନେବେ ତାହାର ମଧ୍ୟ ତଥ୍ୟ ରଖିବେ ମନ୍ତ୍ରୀ। ଗତ ମାସର ରିପୋର୍ଟ କାର୍ଡ ୭ ତାରିଖ ସୁଦ୍ଧା ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଖଣି ଓ ଗଣଶିକ୍ଷା ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.