Below header

ବାରିପଦା ଏମ୍‌ପିସି ଜୁନିୟର କଲେଜର ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପାଠ ପଢାଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ

ମୟୂରଭଞ୍ଜ: ପାଠ ପଢ଼ାଇଲେ ଜିଲ୍ଲାପାଳ । ବାରିପଦା ଏମ୍‌ପିସି ଜୁନିୟର କଲେଜର ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଧରି ପାଠ ପଢାଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ । ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ କିଭଳି ନିଜର କ୍ୟାରିୟର ଗଠନ କରିପାରିବେ ସେନେଇ ଅବଗତ କରାଇଛନ୍ତି । ଏଥିସହ ନିଜର ଜୀବନର ଅଭିଜ୍ଞତାକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ ଜିଲ୍ଲାପାଳ । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.