Below header

୭୮ତମ ଜନ୍ମଦିନ ପାଳିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର(କେନ୍ଯୁଜ୍): ଜନ୍ମଦିନ ପାଳିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ନିଜ ବାସଭବନରେ କୋଭିଡ୍‌ କଟକଣା ଭିତରେ ୭୮ତମ ଜନ୍ମଦିନ ପାଳନ କରିଛନ୍ତି ବିଧାୟକ। ବିଭିନ୍ନ ବର୍ଗର ଲୋକେ ସୁର ରାଉତରାୟଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି।

ତାଙ୍କ ଜନ୍ମଦିନରେ ବିଧାୟକ ରୋଗୀଙ୍କୁ ମାସ୍କ ଓ ଫଳ ବଣ୍ଟନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.