Below header

ବାଲେଶ୍ବର : ନବଜାତ ଶିଶୁର ମୃତ ଦେହକୁ ଟାଣି ଖାଇଲା କୁକୁର

ବାଲେଶ୍ବର(କେନ୍ୟୁଜ୍) :ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ନବଜାତ ଶିଶୁର ମୃତ ଦେହକୁ କୁକୁରମାନେ ଟାଣି ଖାଉଥିବା ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପ୍ରସୂତୀ ବିଭାଗ ନିକଟରେ ଏହି ଦୃଶ୍ୟ ଦେଖି ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ମେଡିକାଲ ଝାଡୁଦାର ମୃତ ଶିଶୁଟିକୁ ନେଇ ଅନ୍ୟତ୍ର ଫିଙ୍ଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.