Below header

ଫନି ପରେ ଅନ୍ଧକାରରେ ପ୍ରଭାବିତ ଜିଲ୍ଲା, ରାସ୍ତାରେ ପଡି ରହିଛି ବିଦ୍ୟୁତ ତାର ଏବଂ ଗଛ

ଭୁବନେଶ୍ୱର : ଫନିର ତାଣ୍ଡବରେ ଶୂନ ପଡିଯାଇଛି ପୁରୀ, ଖୋର୍ଦ୍ଧା ଏବଂ  କଟକ। ରାସ୍ତାରେ ଗଛ ପଡ଼ି ରହିଥିବା ବେଳେ ଯାତାୟତରେ ଜନସାଧାରଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି। ମହାବାତ୍ୟା ପରେ ପ୍ରଥମ ଥର ପାଇଁ ଅନ୍ଧକାର ଘେରରେ ରହିଛି ଫନି ପ୍ରଭାବିତ ରାଜ୍ୟ। କିଛି ଅଂଚଳକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.