ଆଉ ବାଟ ନାହିଁ: ମସୁଦର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସରକାର

ଇସଲାମାବାଦ : ଜାତିସଂଘ ନିରାପତ୍ତା ପରିଷଦ ଆତଙ୍କବାଦ ମସୁଦ ଆଝାର୍‌କୁ ବିଶ୍ୱ ଆତଙ୍କୀ ଭାବେ ଘୋଷଣା କରିବା ପରେ ପାକିସ୍ତାନ ନେଇଛି ବଡ଼ ପଦକ୍ଷେପ । ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟ ମସୁଦ୍‌ର ସମସ୍ତ ସମ୍ପତ୍ତ ଜବତ କରିବାକୁ ପାକ୍‌ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କିତ ଏକ ବିଧିବଦ୍ଧ ନୋଟିସ୍‌ ଜାରି କରି ପାକ୍‌ ସରକାର ମସୁଦ୍‌ର ସମ୍ପତ୍ତି ଜବତ କରିବା ଲାଗି ନିର୍ଦ୍ଦେଶ ଦେବା ସହ ତାର ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ଏହା ସହିତ ସେ କୌଣସି ଅସ୍ତ୍ରଶସ୍ତ୍ର କିଣି କି ବିକି ପାରିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।

 

 

Pak Issues

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.