Below header

ବାଇକକୁ ଧକ୍କା ଦେଲା ହାଇୱା, ବଡ଼ବାପା ଓ ଝିଆରି ମୃତ

ବାଇକକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ପ୍ରାଣ ହରାଇଲେ ବଡ଼ବାପା ଓ ଝିଆରି। ନୂଆପଡ଼ା ଜିଲ୍ଲା ଲଖନା ଥାନା ମେଣ୍ଢାଟାଲ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।

ବାଇକକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ପ୍ରାଣ ହରାଇଲେ ବଡ଼ବାପା ଓ ଝିଆରି। ନୂଆପଡ଼ା ଜିଲ୍ଲା ଲଖନା ଥାନା ମେଣ୍ଢାଟାଲ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଠାକୁରପାଲି ଗାଁର ରାଜେଶ ଶବର ଓ ତାଙ୍କ ୩ ବର୍ଷର ଝିଆରି ମନୀଷା ଶବର ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ହାଇୱା। ୨ ବାଇକ ଆରୋହୀ ଛିଟିକି ପଡ଼ିବା ସହ ପ୍ରାଣ ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.