Below header

ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଉଦ୍ଧାର ହେଲେ ଡ୍ରାଇଭର

ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଚାପି ହୋଇ ରହିଲେ ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଚାପି ହୋଇ ରହିଲେ ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁହାପଥର ବୋଝେଇ ଟ୍ରକ ଘାଟି ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପଥରରେ ପିଟି ହୋଇଥିଲା ଟ୍ରକ। ଟ୍ରକ ଚାଳକ ଟ୍ରକ ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ। ବାଙ୍ଗିରିପୋଷି,ବାରିପଦା ଓ ବିଶୋଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅକ୍ଲାନ୍ତ ପରିଶ୍ରମ କରି ଡ୍ରାଇଭରକୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.