ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଲାଙ୍ଗିର ଜିଲ୍ଲା ସଇଁତଳା ବଡ଼ମାଳରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନ ଗୋଳାବାରୁଦ କାରଖାନା 12 ନମ୍ବର ମେଗାଜିନ ୟୁନିଟରେ ବିସ୍ଫୋରଣ ହୋଇଥିବା ସୁଚାନ ମିଳିଛି।

ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ସଇଁତଳା ବଡ଼ମାଳରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନ ଗୋଳାବାରୁଦ କାରଖାନା 12 ନମ୍ବର ମେଗାଜିନ ୟୁନିଟରେ ବିସ୍ଫୋରଣ ହୋଇଥିବା ସୁଚାନ ମିଳିଛି। ଆଜି ରବିବାର ଛୁଟି ଥିବାରୁ କୌଣସି କର୍ମଚାରୀ କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ବର୍ତ୍ତମାନ କାରଖାନା ଭିତରକୁ ଗୋଟିଏ ଆମ୍ବୁଲାନ୍ସ ଓ ବଡ଼ମାଳ ଅଗ୍ନିଶମ ବିଭାଗ ଗାଡି ଯାଇଥିବା ଜଣାପଡିଛି। କାରଖାନାର ଅଧିକାରୀମାନେ ମଧ୍ଯ ଭିତରକୁ ଜାଇ ତଦାରଖ କରୁଥିବା ସୂଚନା ମିଳିଛି।

You might also like