Below header

ବନ୍ୟା ଜଳ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିର ର ବେଢ଼ା ଛୁଇଁଲା ବନ୍ୟା ଜଳ । ଆଜି ଅପରାହ୍ନ ରୁ ମହାନଦୀ ରେ ବନ୍ୟା ବୃଦ୍ଧି ପାଇ ପାହାଚ ଉପରକୁ ଉଠିଥିଲା କିନ୍ତୁ ଏବେ ବେଢ଼ା ଛୁଇଁଛି ବନ୍ୟା ଜଳ ।

ନରସିଂହପୁର : ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିର ର ବେଢ଼ା ଛୁଇଁଲା ବନ୍ୟା ଜଳ । ଆଜି ଅପରାହ୍ନ ରୁ ମହାନଦୀ ରେ ବନ୍ୟା ବୃଦ୍ଧି ପାଇ ପାହାଚ ଉପରକୁ ଉଠିଥିଲା କିନ୍ତୁ ଏବେ ବେଢ଼ା ଛୁଇଁଛି ବନ୍ୟା ଜଳ । ହୀରାକୁଦ ର ଉପର ମୁଣ୍ଡ ରେ ପ୍ରବଳ ବର୍ଷା ପ୍ରବାହ ରେ ହୀରାକୁଦ ଗେଟ୍ ଛାଡ଼ିବା ଫଳରେ ମହାନଦୀ ରେ ବନ୍ୟା ଜଳ ଲଗାତାର ବୃଦ୍ଧି ପାଇ ଚାଲିଛି ।

ଯଦିଓ ଏହିଭଳି ବନ୍ୟା ଜଳ ବୃଦ୍ଧି ପାଏ ତାହାଲେ ମା ଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରାଯିବ ଏ ନେଇ ସେବାୟତ ଭାଇମାନେ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ମହାନଦୀ ରେ ବନ୍ୟା ଜଳ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.