Below header

ମାଟିରେ ମିଶୁଛି ପୁରୀର ଏମାର ମଠ, ଉଚ୍ଛେଦ ବେଳେ ଠାବ ହେଲା ଭୂତଳ ଘର

ପୁରୀ(କେନ୍ୟୁଜ୍): ମାଟିରେ ମିଶୁଛି ପୁରୀର ଐତିହ୍ୟ ସମ୍ପନ୍ନ ଏମାର ମଠ । ଉଚ୍ଛେଦ ବେଳେ ଠାବ ହେଲା ଭୂତଳ ଘର। ତେବେ ମହନ୍ତ ରାଜ ଗୋପାଳ ରାମାନୁଜ ଦାସ ମଠ ଛାଡୁନାହାନ୍ତି । ମହନ୍ତଙ୍କ ଯୁକ୍ତି ମଠ ସୁରକ୍ଷିତ ରହିଛି। ମଠ ଛାଡିବାକୁ ମହନ୍ତଙ୍କୁ ବୁଝାଇବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ RDC ଅନୀଲ ସାମଲ । ଗୁପ୍ତ କୋଠରୀରେ ଖାଦ୍ୟ ଶସ୍ୟ ଥିବା ଜଣାପଡ଼ିଛି। ଉଛେଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪ପ୍ଲାଟୁନ୍‌ ପୋଲିସ ପୋର୍ସ ମୁତୟନ କରାଯାଇଛି। ପୁରୁଣା ମଠ ହୋଇଥିବାରୁ ସାପ ଥିବା ଆଶଙ୍କାରେ ସ୍ନେକ୍‌ ହେଲ୍‌ପ ଲାଇନ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.