ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କର କିଛି ସମ୍ପର୍କ ନାହିଁ, ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ଗଜପତି ଏସ୍‌ପି

କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ଏସ୍‌ପି । ତଦନ୍ତ ପରେ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି ଏସ୍‌ପି । ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କର କିଛି ସମ୍ପର୍କ ନଥିଲା । ସିଡିଆର ଆନାଲିସିସ୍‌ରୁ ଜଣାପଡିଛି ଡିଏଫ୍‌ଓଙ୍କର କିଛି ସମ୍ପର୍କ ନାହିଁ । CDRରେ ରୋଷେୟାଙ୍କର ମଧ୍ୟ କୌଣସି ତଥ୍ୟ ମିଳିନି । ଆଜି ପାରଳାଖେମୁଣ୍ଡି ପୋଲିସ DFOଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗୁଡେଇ ତୁଡେଇ ଜେରା  ପାଖା ପାଖି ୩ ଘଣ୍ଟା କାଳ ଜେରା କରିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.