Below header

ଆଠଗଡ଼: କାଜୁ ପଡ଼ିଆ ଓ ବିଜୁଳି ଖୁଣ୍ଟି ପୋତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ଆହତ

ଆଠଗଡ଼ : କାଜୁ ପଡ଼ିଆ ଓ ବିଜୁଳି ଖୁଣ୍ଟି ପୋତାକୁ ନେଇ ଗୋଷ୍ଠୀ ସଂଘର୍ଷ। ଆଠଗଡ଼ ରାଉତରାୟପୁର ଓ ନଣ୍ଡେଇଲ ଗାଁ ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏନେଇ ୭ଜଣ ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଆମ୍ବୁଲାନସ୍ ପହଞ୍ଚି ପାରିନଥିବାରୁ ଆହତମାନଙ୍କୁ ଥାନାଧିକାରୀ ମେଡିକାଲ ପଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.