Below header

ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ଗୃହ ଓ ନଗର ଉନ୍ନୟନ ବିଭାଗ

କେନ୍ୟୁଜ୍ : ବାତ୍ୟା ଫନିର ପରବର୍ତ୍ତୀ ସ୍ଥିତି ସୁଧାରିବା ନେଇ ସାବାସୀ । ନଗର ଉନ୍ନୟନ ବିଭାଗ ଓ ଶକ୍ତି ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ବାତ୍ୟାର ମାତ୍ର ୪ ଦିନରେ ଏଭଳି ସଫଳତାର ସହ କାମ କରିଥିବାରୁ ପ୍ରଂଶସା ମିଳିଛି । ମୁଣ୍ଡୁଳି ଜଳ ଯୋଗାଣ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ପରେ ଏବେ ଦୂର ହେବ ପାନୀୟ ଜଳ ସଂକଟ । ଏବେ ଭୁବନେଶ୍ୱର ସହରକୁ ହୋଇପାରିବ ପର୍ଯ୍ୟ।ପ୍ତ ଜଳ ଯୋଗାଣ । ଉପକୃତ ହେବେ ପ୍ରାୟ ୧୦ ଲକ୍ଷ ଲୋକ । ଯାହା ବୃହତ୍ତ ସଫଳତା ବୋଲି କହିଛି ଗୃହ ଓ ନଗର ଉନ୍ନୟନ ବିଭାଗ ।

water

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.