Below header

ରାଜଧାନୀରୁ ଜବତ ହେଲା ୬୮ ଲକ୍ଷ ଟଙ୍କାର ହେରୋଇନ୍‌

ଭୁବନେଶ୍ୱରରୁ ଆଜି ବହୁଳପରିମାଣର ହେରୋଇନ ଜବତ କରିଛି ଅବକାରୀ ବିଭାଗ । ଭରତପୁର ଓ ପଳାଶୁଣି ଅଂଚଳରୁ ଏହି ହେରୋଇନ ଜବତ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ୱରରୁ ଆଜି ବହୁଳପରିମାଣର ହେରୋଇନ ଜବତ କରିଛି ଅବକାରୀ ବିଭାଗ । ଭରତପୁର ଓ ପଳାଶୁଣି ଅଂଚଳରୁ ଏହି ହେରୋଇନ ଜବତ ହୋଇଛି । ଭରତପର ଅଂଚଳରୁ ୨୧୯ ଗ୍ରାମ ହେରୋଇନ ଜବତ ହୋଇଥିବା ବେଳେ ପଳାଶୁଣିରୁ ୪୬୪ ଗ୍ରାମ ହେରୋଇନ ଜବତ ହୋଇଛି ।

ଜବତ ହେରୋଇନର ମୂଲ୍ୟ ପ୍ରାୟ୬୮ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.