Below header

ଓଡିଆ ଖାଦ୍ୟର ମଜା ଉଠାଇଲେ ଭାରତୀୟ ଖେଳାଳି, ଜଳଖିଆରେ ଖାଇଲେ ଚକୁଳି ପିଠା

ଭୁବନେଶ୍ବର(କେନ୍ୟୁଜ୍): ଓଡିଆଙ୍କ ପ୍ରୀୟ ଖାଦ୍ୟର ମଜା ନେଇଛନ୍ତି ଭାରତୀୟ ଖେଳାଳି । ଆଜି ସକାଳ ଜଳଖିଆରେ ଖେଳାଳି ମାନେ ଚକୁଳି, ମଣ୍ଡା ଓ ସନ୍ତୁଳା ଖାଇଛନ୍ତି । ଖାଦ୍ୟ ଗୁଡିକ ବିସିସିଆଇର ଗାଇଡ ଲାଇନ୍‌ ଡାଏଟ୍‌ ପ୍ଲାନ୍‌ ଅନୁସାରେ ପ୍ରସ୍ତୁତ ହୋଇଥିଲା । ସେହିଭଳି ଖେଳାଳି ମାନେ ଅଧିକ ସମୟ ଜିମ୍‌ ଓ ସୁଇମିଂପୁଲରେ ବିତାଇଛନ୍ତି । ଗତକାଲି ବିଶ୍ରାମ ଥିବାରୁ ଭାରତୀୟ ଖେଳାଳି ମାନେ ହୋଟେଲ ଭିତରେ ମଜା ମସ୍ତି କରିବା ଦେଖିବାକୁ ମିଳିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.