Below header

କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ରାଜ୍ୟ ଭିତରୁ ୨୮ଟି ଓ ରାଜ୍ୟ ବାହାରରୁ ୧୮ଟି କମ୍ପାନୀରେ କରିବେ ଚାକିରି

ଭୁବନଶ୍ବର(କେନ୍ୟୁଜ୍):  କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ। ଦିନ୍‌ ଦୟାଲ ଉପଧ୍ୟାୟ ଗ୍ରାମୀଣ କୃଷକ ଯୋଜନାରେ ଏହି ନିଯୁକ୍ତିପତ୍ର ଦିଆଯାଇଛି । ରାଜ୍ୟ ଭିତରୁ ୨୮ଟି ଓ ରାଜ୍ୟ ବାହାରରୁ ୧୮ଟି କମ୍ପାନୀରେ ଏହି ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

kiit offer latterଯୁବପୀଢୀଙ୍କୁ ଆତ୍ମନିର୍ଭରଶୀଳ କରିବା ଏହି କାର୍ଯ୍ୟକ୍ରମରୁ ମୁଖ୍ୟ ଉଦ୍ଦେଶ୍ୟ । ପାଖାପାଖି ୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତ ଦେବାର କାର୍ଯ୍ୟକ୍ରମ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.