Below header

ଘର ଭିତରୁ ଆଇଟିଆଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ପ୍ରେସ ଛକ ନିକଟ ନୟାଚୋକ ନୂଆ ଗୌଡ଼ ସାହି ଏକ ଘରୋଇ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ରଙ୍କ ନାମ ସନ୍ଦୀପ କୁମାର ମୁଦୁଲି ବୟସ ସତର ବର୍ଷ,ଖପୁରିଆ ଆଇଟିଆଇ ପ୍ରଥମ ବର୍ଷ ଛାତ୍ର ସନ୍ଦୀପ କୁମାର ମୁଦୁଲି ।

କଟକ (କେନ୍ୟୁଜ) : କଟକ ପ୍ରେସ ଛକ ନିକଟ ନୟାଚୋକ ନୂଆ ଗୌଡ଼ ସାହି ଏକ ଘରୋଇ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ରଙ୍କ ନାମ ସନ୍ଦୀପ କୁମାର ମୁଦୁଲି ବୟସ ସତର ବର୍ଷ,ଖପୁରିଆ ଆଇଟିଆଇ ପ୍ରଥମ ବର୍ଷ ଛାତ୍ର ସନ୍ଦୀପ କୁମାର ମୁଦୁଲି । ମୃତ୍ୟୁ ଛାତ୍ରଙ୍କ ଘର କେନ୍ଦ୍ରାପଡା,କୋରିଆ ଗ୍ରାମ,କୁଦା ନଗରୀ ଥାନା । ଘଟଣା ସ୍ଥଳରେ ମଧୁପାଟଣା ଥାନା ପୋଲିସ ର ଅନୁସନ୍ଧାନ ଜାରି କରିଛି ତେବେ କାହିଙ୍କି କେଉଁ ପରିସ୍ଥିତିରେ ଏଭଳି ଏକ ଘଟଣା ଘଟିଛି ତାହା ଜଣା ପଡ଼ିନାହିଁ। ଆଉ କିଛି ସମୟ ପରେ ମୃତ୍ୟୁ ଶରିର ଉଦ୍ଧାର କରି କଟକ ଏସିବି ବଡ଼ ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.