Below header

ବିଳମ୍ୱିତ ରାତିରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ, ରଙ୍ଗ୍ ରୁଟରେ ଗାଡ଼ି ଚଳାଇ ମଚାଇଲେ ଆତଙ୍କ

ବିଳମ୍ୱିତ ରାତିରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ । ଜାତୀୟ ରାଜପଥର ବିପରୀତ ଦିଗରେ ଚଳାଇଲେ ଗାଡ଼ି । ଜୀବନକୁ ବାଜି ଲଗାଇ ଦ୍ରୁତ ଗତିରେ ଚାଲିଥିଲା ଗାଡ଼ି । ସିଆରପି ଛକରୁ ତମାଣ୍ଡୋ ଛକ ପର୍ଯ୍ୟନ୍ତ ବିପରୀତ ଦିଗରେ ମଚାଇଲେ ଆତଙ୍କ ।

ଭୁବନେଶ୍ୱର (କେନ୍ୟୁଜ): ବିଳମ୍ୱିତ ରାତିରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ । ଜାତୀୟ ରାଜପଥର ବିପରୀତ ଦିଗରେ ଚଳାଇଲେ ଗାଡ଼ି । ଜୀବନକୁ ବାଜି ଲଗାଇ ଦ୍ରୁତ ଗତିରେ ଚାଲିଥିଲା ଗାଡ଼ି । ସିଆରପି ଛକରୁ ତମାଣ୍ଡୋ ଛକ ପର୍ଯ୍ୟନ୍ତ ବିପରୀତ ଦିଗରେ ମଚାଇଲେ ଆତଙ୍କ ।

ଉଭୟ ମଦ୍ୟପାନ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସନ୍ଦେହ କରିଛନ୍ତି । ଗାଡ଼ିର ବେଗ ଆନୁମାନିକ ୭୦ରୁ ୭୫ ରହିଥିବା ସୂଚନା ମିଳିଛି । ଉନ୍ମତ୍ତକାଣ୍ଡ ଦେଖି ରାଜପଥରେ ଆସୁଥିବା ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଏପରି ଘଟଣା ପରେ ଜାତୀୟ ରାଜପଥରେ ପୋଲିସର ପେଟ୍ରୋଲିଂ ଓ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.