Below header

ପଣସ ଗଛରେ ପ୍ରଭୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱରୂପ, ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ନିଶ୍ଚିନ୍ତକୋଇଲି(କେନ୍ୟୁଜ୍‌) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ମା’ ହରଚଣ୍ଡି ମନ୍ଦିରରେ ଥିବା ପଣସ ବୃକ୍ଷରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆବିର୍ଭାବ ନେଇ ପ୍ରଚାର ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କିମ୍ବଦନ୍ତୀ ଅନୁସାରେ ଏହା ଅଚ୍ୟୁତାନନ୍ଦଙ୍କ ସାଧନା ପୀଠ ଭାବେ ପରିଚିତ ।

nischinta koili.JPG-1

ଏଠାରେ ମହାପୁରୁଷଙ୍କ ଅଲୈାକିକ ଭାବେ ପଣସ ଗଛରେ ଦର୍ଶନ ଦେବା ନେଇ ବହୁ ବିଜ୍ଞ ବ୍ୟକ୍ତିଙ୍କ ମୁଖରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ମନ୍ଦିର ବେଢ଼ାରେ ଥିବା ଗଛ ମୂଳରେ ଏବେ ପୂଜା ପାଠ ଓ ଯଜ୍ଞ ଚାଲିଥିବା ଜଣାଯାଇଛି । ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପୁରୁଷଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସୁଥବା ଦେଖାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.