Below header

ଭିଜିଲାନ୍ସ ଜାଲରେ ମାଲକାନଗିରି କର୍ତନପାଲି ASI, ୫ଟି ସ୍ଥାନରେ ଚଢ଼ାଉ ଜାରି

ମାଲକାନଗିରି(କେନ୍ୟୁଜ): ଭିଜିଲାନ୍ସ ଜାଲରେ ASI । ଭିଜିଲାନ୍ସ ଜାଲରେ ମାଲକାନଗିରି କର୍ତନପାଲି ASI ଜୟଦାସ ଖରା। ଗଞ୍ଜେଇ ମାମଲାରେ ପୂର୍ବରୁ ଗିରଫ ASIଙ୍କ ଘରେ ଚାଲିଛି ରେଡ୍‌ । ୫ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ମାଲକାନଗିରିରେ ମଧ୍ୟ ଜାରି ରହିଛି ଚଢ଼ାଉ । କୋରାପୁଟର LIC କଲୋନୀର ୨ଟି ସ୍ଥାନ କୋରାପୁଟ ମେଘରାଜ କଲୋନୀ ଓ ସୁନାବେଡ଼ାରେ AEF କଲୋନୀରେ ରେଡ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.