Browsing Tag

vigilance case

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର। ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ମାମଲା ରୁଜ୍ଜୁ ହୋଇଛି। ସାରା ଦେଶରେ ୨୦୨୨ ମସିହାରେ ୩୭୨ଟି ଡିଏ ( ଆୟ ବର୍ହିଭୁତ ସମ୍ପତ୍ତି ଠୁଳ) ମାମଲା ହୋଇଛି।…

ଭିଜିଲାନ୍ସ କେସରେ ଡାବୁଗାଁ ବିଧାୟକଙ୍କୁ ୯ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ

ଜୟପୁର (କେନ୍ୟୁଜ): ଭିଜିଲାନ୍ସ କେସରେ ନିର୍ଦ୍ଦୋଷ ସାବ୍ୟସ୍ତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଏଥିପାଇଁ ଆଜି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ହାଜର ହୋଇଥିଲେ । ୨୦୦୯ ମସିହାରେ ନନ୍ଦାହାଣ୍ଡି ବ୍ଳକରେ କିରାଣୀ ଥିବା ସମୟରେ ସରକାରୀ ତହବିଲରୁ ମିଥ୍ୟା ବିଲ୍‌ କରି ଟଙ୍କା ହଡପ…

ଭିଜିଲାନ୍ସ ଜାଲରେ ମାଲକାନଗିରି କର୍ତନପାଲି ASI, ୫ଟି ସ୍ଥାନରେ ଚଢ଼ାଉ ଜାରି

ମାଲକାନଗିରି(କେନ୍ୟୁଜ): ଭିଜିଲାନ୍ସ ଜାଲରେ ASI । ଭିଜିଲାନ୍ସ ଜାଲରେ ମାଲକାନଗିରି କର୍ତନପାଲି ASI ଜୟଦାସ ଖରା। ଗଞ୍ଜେଇ ମାମଲାରେ ପୂର୍ବରୁ ଗିରଫ ASIଙ୍କ ଘରେ ଚାଲିଛି ରେଡ୍‌ । ୫ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ପୂର୍ବତନ ASP ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ,୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଜାମିନ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିଗ୍ନାଲ ବିଭାଗର ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ। ସର୍ତ୍ତ ମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଏହି ଜାମିନ।…

ଭିଜିଲାନ୍ସ ଜାଲରେ ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର, ୭ଟି ଟିମ୍‌ ରେଡ୍‌ରେ ସାମିଲ

ରାଉରକେଲା (କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ରାଉରକେଲା ଏଡିଏମ୍‌ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛେଣ୍ଡ ବାସଭବନ ସମେତ ଅନ୍ୟ ଘରେ ଚାଲିଛି ଚଢ଼ାଉ । ଭିଜିଲାନ୍ସର ୭ଟି ଟିମ୍‌ ରେଡ୍‌ରେ ସାମିଲ…

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ଅଧିକାରୀ

କେଉଁଝର/ଜଗତସିଂହପୁର(କେ ନ୍ୟୁଜ):   ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ରାଜସ୍ବ ଅଧିକାରୀ । କେଉଁଝର ଜିଲ୍ଲା ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ହୃଦାନନ୍ଦ ସାହୁ ଜମିଜମା କାଗଜ ପତ୍ର କରେଇଦେବା ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ…

ଭିଜିଲାନ୍‌ସ ପଞ୍ଝାରେ ଭିଜିଲାନ୍‌ସ ସରକାରୀ ଓକିଲ, ଏକଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

ଭବାନୀପାଟଣା(କେ ନ୍ୟୁଜ); ଭିଜିଲାନ୍‌ସ ପଞ୍ଝାରେ ଭିଜିଲାନ୍‌ସ ସରକାରୀ ଓକିଲ। ଏକଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଭବାନୀପାଟଣା ଭିଜିଲାନ୍‌ସ ସରକାରୀ ଓକିଲ ଆଶୁତୋଷ ମିଶ୍ର। ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍‌ସ କେସ ଦଫାରଫା ପାଇଁ ଏକ…