Below header

ମୁଣ୍ଡଳି ବ୍ରିଜ୍‌ ଉପରୁ ମହାନଦୀକୁ ଡେଇଁଲେ ଯୁବକ! ବାଇକ୍‌, ହେଲ୍‌ମେଟ୍‌ ଓ ଚପଲ ଜବତ

ଆଠଗଡ(କେନ୍ଯୁଜ୍): ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସନ୍ଦେହ । ମୁଣ୍ଡଳି ବ୍ରିଜ୍‌ ଉପରେ ଆତ୍ମହତ୍ୟା ଉଦ୍ୟମ । ବ୍ରିଜ୍‌ ଉପରେ ଯୁବକଙ୍କ ବାଇକ୍‌, ହେଲ୍‌ମେଟ୍‌ ଓ ଚପଲ ରହିଛି ।

ଯୁବକ ଜଣଙ୍କ ଅନୁଗୁଳ ଜିଲ୍ଲା ସିମିଳିପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । ତେବେ ଘଟଣାର ପ୍ରକ୍ରୁତ ସତ୍ଯାସତ୍ଯ ଏଯାଏ ଜଣାପଡିନାହିଁ। ଆଉ ଏକଥାବି ସ୍ପଷ୍ଟ ହୋଇପାରିନାହିଁ କି, ବ୍ରିଜ୍‌ ଉପରୁ ସତରେ କିଏ ନଦୀକୁ ଡେଇଁଛନ୍ତି କି ନାହିଁ। ତେବେ ସୂଚନା ଥାଉକି, ଏହି ସ୍ଥାନରେ ବାରମ୍ବାର ଘଟିଚାଲିଛି ଏଭଳି ଅପ୍ରିତିକର ଘଟଣା । ତଥାପି ପ୍ରଶାସନ ପକ୍ଷରୁ ସେଠାରେ କୌଣସି ସୁରକ୍ଷା ବ୍ଯବସ୍ଥା କିମ୍ବା ସିସିଟିଭି ଲଗାଯାଉନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.