Browsing Tag

commit suicide

ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ମୋବାଇଲ୍ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ

ଢେଙ୍କାନାଳ: ନ୍ୟାୟ ଦାବିରେ ଟାୱାରରେ ଚଢି ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁର ରୁଦ୍ରନାରାୟଣ ଦାସ । ଢେଙ୍କାନାଳ ଟାଉନ ଥାନା ଆଗରେ ଥିବା ଟାୱାର ଉପରେ ଚଢ଼ି ହାଇଡ୍ରାମା କରିଛନ୍ତି ଯୁବକ। ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା…

ଦଂପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଉମରକୋଟ :  ଦଂପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  ।  ଗଛରୁ ସ୍ବାମୀଙ୍କ ମୃତଦେହ ଓ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି  ।  ପରିବାର ଲୋକ ଆତ୍ମହତ୍ୟା ସନ୍ଦେହ କରି ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ…

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ବାପା

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା  ।  ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ  ।  ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । …

ମୋବାଇଲ ଦେଖିବାକୁ ମା’ ବାରଣ କରିବାରୁ ଜୀବନ ହାରିଦେଲା ନବମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ମୋବାଇଲ ଦେଲେନି ବୋଲି ଆତ୍ମହତ୍ୟା କରିଦେଲା ନବମ ଶ୍ରେଣୀ ଛାତ୍ର ।  ପାଠ ପଢିବାକୁ କହି ମୋବାଇଲ ଦେଖିବାକୁ ମା' ବାରଣ କରିବାରୁ ନବମ ଶ୍ରେଣୀ ଛାତ୍ର ନେଲା ଚରମ ପଦକ୍ଷେପ । ବେକରେ ବେଡ଼ସିଟ ଲଗାଇ ଫ୍ୟାନରେ ଝୁଲି ପଡ଼ିଲା ଛାତ୍ର । ବାଲେଶ୍ୱର ସହଦେଵଖୁଣ୍ଟା ଥାନା ବାଲିଆ ଅଞ୍ଚଳର…

ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଚରମ ନିଷ୍ପତ୍ତି, ଛାତ୍ର କଲେ ଆତ୍ମହତ୍ୟା

ଜଗତସିଂହପୁର : ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରବ୍ଲକ ଅଳସୁଧା ପଞ୍ଚାୟତ ଅଳସୁଧା ଗାଁରେ। ଅଳସୁଧା ଗାଁର ପ୍ରଭାକର ରାଉତଙ୍କ ପୁଅ ବଳରାମ ରାଉତ(୧୭) ନିଜର ମାନସିକ ଭାରସାମ୍ୟ ହରାଇ ନେଇଛନ୍ତି ଚରମ ନିଷ୍ପତ୍ତି ।…

ଲାଇଭ୍ ଭିଡିଓ କରି ଜୀବନ ହାରିଲେ ଯୁବକ , ପ୍ରେମ ଜନିତ ଆଶଙ୍କା

 ଆନନ୍ଦପୁର : ଦେଖିକି ରହିବୁ, ମୁଁ ଯାଉଛି, ଏଭଳି ଏକ ଲାଇଭ୍ ଭିଡିଓ କରି ଜଣେ ଯୁବକ ଜୀବନ ହାରିବା ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରେ ଚର୍ଚ୍ଚାର ବିଷୟ ହୋଇଛି । ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗ୍ରାମର ଜଣେ ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡିଓକରି ଝୁଲି ପଡ଼ିଥିଲେ । ପୁଲିସ…

ଟାଗେର୍ଟ ପୂରଣ କରିବାକୁ ଚାପ ପକାଉଥିଲା କମ୍ପାନୀ, କାମ ବୋଝ ସହି ନପାରି ନିଜକୁ ଶେଷ କରିଦେଲେ ତରୁଣ

ଉତ୍ତରପ୍ରଦେଶ ଝାନ୍ସୀର ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଏରିଆ ମ୍ୟାନେଜର ନିଜ ଜୀବନ ହାରିଛନ୍ତି । ମୃତଦେହ ନିକଟରେ ୫ ପୃଷ୍ଠାର ନୋଟ୍‌ ଜବତ କରିଛି ପୋଲିସ । ସେଥିରେ କାମ ପ୍ରେସର ଯୋଗୁଁ ଜୀବନ ହାରିଥିବା ଜଣାପଡିଛି । ଫଳରେ କର୍ମଚାରୀ ଜଣକ ଏଭଳି ନିଷ୍ପତ୍ତି ନେଇଛି । ପୋଲିସ…

ମଧ୍ୟପ୍ରଦେଶ : ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ, ଦିଲ୍ଲା ବୁରାଡି ଘଟଣାର ପୁନରାବୃତ୍ତି

୬ ବର୍ଷ ପରେ ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣାର ରିପିଟ୍ । ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ଚାଞ୍ଚଲ୍ୟ…

କୁଦୋପାଲି ଗ୍ରାମର ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ          

ଵଲାଙ୍ଗିର : ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଗଲପୁର ବ୍ଲକ ଝର୍ଣୀପାଳି ପଞ୍ଚାୟତର କୁଦୋପାଲି ଗ୍ରାମରେ ।  ଉଭୟ ସ୍ବାମୀ-ସ୍ତ୍ରୀ କୌଣସି କାରଣରୁ ବିଲ ମଝିରେ ସ୍ଵାମୀ ରଶି ଲଗାଇ ଏକ ଗଛ ମୂଳରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସ୍ଵାମୀଙ୍କ…

ପରୀକ୍ଷାରେ ଖରାପ ହେଲା, ଝୁଲିପଡିଲେ ଆଇଆଇଟି କାନପୁରର ଏମଟେକ୍‌ ଛାତ୍ର

ଆଇଆଇଟି କାନପୁରର ଏମଟେକ୍ ଛାତ୍ର ଜୀବନ ହାରିଛନ୍ତି । ବୁଧବାର ରାତିରେ ପଙ୍ଖାରେ ଫାଶୀ ଲଗାଇ ଝୁଲିପଡିଛନ୍ତି । ଛାତ୍ର ଜଣକ ଜୀବନ ହାରିବା ପରେ ଅନ୍ୟ ଛାତ୍ରମାନେ ତାଙ୍କୁ ତୁରନ୍ତ ହସପିଟାଲରେ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏବେ ପୋଲିସ…

ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ଦୁଃଖ ସହି ନପାରି ଘରର ମହିଳା ଆତ୍ମହତ୍ୟା କରିବା ପରି ଘଟଣା ସାମନାକୁ ଆସିଛି ।…

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା, ଅନାଥ ହୋଇପଡିଲେ ଦୁଇ ଝିଅ

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବେ ବୋଲି ଶପଥ ନେଇଥିଲେ, ଆଉ ପଛକୁ ପଛ ଚାଲିଗଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା। ଦୀପାବଲି ଦିନ ଏକ ଦୁର୍ଘଟଣାରେ ସ୍ବାମୀ ଗୋକୁଳାଚନ୍ଦ୍ର ନନ୍ଦଙ୍କ ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ବେଳେ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଅନ୍ୟ ଏକ…