ପାରିବାରିକ କଳହ ବିବଶ କଲା: ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ

ସରକାରୀ ବାସଭବନରେ ବେକରେ ଶାଢ଼ୀ ବାନ୍ଧି ଜୀବନ ହାରିଛନ୍ତି। ଘଟଣା ବିଷୟରେ ଜାଣିବା ପରେ ତିହିଡି ପୋଲିସ ତଦନ୍ତ ଆରମ୍ଭ। ଏବେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଛି  ।

ଭଦ୍ରକ(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି। ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ତୋଫାନୀ ପା। ସେ ସରକାରୀ ବାସଭବନରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଘଟଣା ବିଷୟରେ ଜାଣିବା ପରେ ତିହିଡି ପୋଲିସ ତଦନ୍ତ ଆରମ୍ଭ। ଏବେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଛି  ।