୩ ବାଘ ଛୁଆଙ୍କୁ ଯେପରି ସଂକ୍ରମଣ ନହୁଏ, ନଜର ରଖିଛନ୍ତି ଡାକ୍ତର

ସଫାରୀ ପାର୍କରେ ଛୁଆ ଜନ୍ମ କଲା ବାଘୁଣୀ। ସିଲିଗୁଡ଼ି ନିକଟରେ ଥିବା ସଫାରୀ ପାର୍କରେ ୩ଟି ଛୁଆ ଜନ୍ମ କରିଛି ବାଘୁଣୀ ରିକା। ଏକ ଖୁଆଡ଼ ଭିତରେ ଅଛନ୍ତି ମାଆ ଓ ଛୁଆ। ଯେପରି ସଂକ୍ରମଣ ନହୁଏ ସେ ଦିଗରେ ନଜର ରଖିଛନ୍ତି ଡାକ୍ତର।

କେନ୍ୟୁଜ୍(ବ୍ୟୁରୋ): ନୂଆ ଅତିଥିଙ୍କୁ ସ୍ବାଗତ କଲା ବେଙ୍ଗଲ ସଫାରୀ ପାର୍କ ସଫାରୀ ପାର୍କରେ ଛୁଆ ଜନ୍ମ କଲା ବାଘୁଣୀ। ସିଲିଗୁଡ଼ି ନିକଟରେ ଥିବା ସଫାରୀ ପାର୍କରେ ୩ଟି ଛୁଆ ଜନ୍ମ କରିଛି ବାଘୁଣୀ ରିକା। ଏକ ଖୁଆଡ଼ ଭିତରେ ଅଛନ୍ତି ମାଆ ଛୁଆ।

ଯେପରି ସଂକ୍ରମଣ ନହୁଏ ସେ ଦିଗରେ ନଜର ରଖିଛନ୍ତି ଡାକ୍ତର। ଶାକବ ଦେଖି ଖୁସି ପ୍ରକାଶ କରିଛନ୍ତି ସଫାରୀ କର୍ତ୍ତୃପକ୍ଷ ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୧୯ ରେ ଛୁଆ ଜନ୍ମ କରିଥିଲା ବାଘୁଣୀ।