Browsing Tag

commit suicide

ଲୋକଙ୍କ ସାମ୍ନାରେ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ, ଭିଡିଓ ଭାଇରଲ

ହାଇଭୋଲେଟେଜ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ । ଆଉ ତଳେ ଠିଆ ଭିଡିଓ କରୁଥିଲେ ଲୋକେ । ଚାହୁଁଚାହୁଁ ଜଳିଗଲେ ଯୁବକ । କିଛି ସମୟ ଜଳିବା ପରେ ତଳକୁ ଖସି ପଡିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବକ ହାଇଭୋଲଟେଜ…

ଯୁବକର ଉଦ୍ଭଟ ମାନସିକତା, ଫେସବୁକରେ ଲାଇଭ କରି ନିଶମୋଡି ଫ୍ୟାନରେ ଝୁଲିପଡିଲା

ଝାରସୁଗୁଡ଼ା(କେନ୍ୟୁଜ୍): ଫେସବୁକରେ ଲାଇଭ କରି ଫ୍ୟାନରେ ରଶି ଲଗାଇ ଝୁଲି ପଡିଲେ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବୃନ୍ଦାମାଲ ଅଞ୍ଚଳରେ। ଏକ ଘରୋଇ ଶିଳ୍ପାନୁଷ୍ଠାନର କର୍ମଚାରୀ ଅଟଳ ସିଂ ଶୁକ୍ରବାର ବିଳମ୍ବିତ ରାତିରେ କରିଛନ୍ତି ଆତ୍ମହତ୍ୟା। ନିଜ ଘରେ ଥିବା କୋଠରୀ…

ମଥାରେ ଟିକିଲି ଲଗାଇ ସ୍କୁଲ ଯିବାରୁ ଶିକ୍ଷୟିତ୍ରୀ ମାରିଲେ ଚାପୁଡା, ଫାଶୀ ଲଗାଇଦେଲେ ଛାତ୍ରୀ

ମଥାରେ ଟିକିଲି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅସମ୍ମାନ କରିବାରୁ ଛାତ୍ରୀ କଲେ ଆତ୍ମହତ୍ୟା। ପ୍ରାର୍ଥନା ସଭାରେ ମାଡ ମରାଯିବା ସହିତ ଲଜ୍ଜିତ ଅନୁଭବ କଲେ । ଏଥିରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଛାତ୍ରୀ ଜଣକ ଶେଷରେ ଏଭଳି ନିଷ୍ପତ୍ତି ନେଲେ । ଏମିତି ଘଟଣା ଘଟିଛି ଝାରଖଣ୍ଡର ଧନବାଦରେ ।…

ଫେସବୁକରେ ନିଜ ପ୍ରେମ କାହାଣୀର ଭିଡ଼ିଓ ଅପଲୋଡ କରି ଆତ୍ମହତ୍ୟା କଲେ ଯୁବକ

ନରସିଂହପୁର(କେନ୍ୟୁଜ) : ପ୍ରେମ ପ୍ରତାରଣାରୁ ଆତ୍ମହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନରସିଂହପୁର କୋକଳବା ଅଂଚଳରେ । ନିଜେ ପ୍ରେମିକ ଫେସବୁକରେ ନିଜ ପ୍ରେମ ସମ୍ପର୍କରେ ଭିଡ଼ିଓ ଅପଲୋଡ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ନରସିଂହପୁର ବ୍ଲକ ସ୍ଥିତ…

ବୟଫ୍ରେଣ୍ଡଙ୍କ ସହ ଝଗଡ଼ା ପରେ ଜୀବନ ହାରିଲେ ଯୁବତୀ, ଦୁଇ ଦିନ ପରେ ଉଦ୍ଧାର ହେଲା ମୃତଦେହ

ବୟଫ୍ରେଣ୍ଡଙ୍କ ସହ ଝଗଡ଼ା ପରେ ଜୀବନ ହାରିଲେ ଯୁବତୀ। ଦୁଇ ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ମୃତଦେହ। ଶନିବାର ରାତିରେ କଟକ ମୁଣ୍ଡୁଳୀ ବ୍ୟାରେଜକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଯୁବତୀଙ୍କ ମୃତଦେହ ଆଜି ଖୁଣ୍ଟୁଣୀ ଥାନା ଅନନ୍ତପୁର ନୂଆଶାସନ ମହାନଦୀ କୂଳରୁ ଉଦ୍ଧାର ହୋଇଛି। ମୃତକ ଯୁବତୀ…

ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

କଣ୍ଟାବାଞ୍ଝି(କେନ୍ୟୁଜ) : ସହିପାରିଲେନି ଦାମ୍ପତ୍ୟ ବିଚ୍ଛେଦ । ସ୍ତ୍ରୀର ଚିତା ଲାଗିନି ସ୍ୱାମୀ ହାରିଦେଲେ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର କଣ୍ଟାବାଞ୍ଝି ଅଂଚଳରେ । ଜଣେ ସ୍ୱାମୀ ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ କରିଛନ୍ତି ଆତ୍ମହତ୍ୟା । ଗାଁରେ ଶୋକାକୁଳ…

କେନ୍ଦୁଝର ଦୁଇ ଶିଶୁ ପୁଅଙ୍କୁ ହତ୍ୟା ପରେ ମା’ର ଆତ୍ମହତ୍ୟା ମାମଲା, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ବ୍ୟବଛେଦ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଡୁରୁକୁଳିଆ ଗାଁରେ ଦୁଇ ଶିଶୁ ପୁଅଙ୍କୁ ହତ୍ୟା କରି କାହିଁକି ଜୀବନ ହାରିଲା ମାଆ ? ଏହା ପଛର କାରଣ କଣ ? ଜଣେ ମାଆ ଏଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ଏପରି ବହୁ ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଶବ…

ସ୍ତ୍ରୀକୁ ଭିଡିଓ କଲ୍‌ କରି ଝୁଲିପଡିଲେ ସ୍ୱାମୀ, ପତ୍ନୀଙ୍କ ଅବୈଧ ସଂପର୍କକୁ ନେଇ ଚିନ୍ତାରେ ଥିଲେ

ସ୍ତ୍ରୀକୁ ଭିଡିଓ କଲ୍‌ କରି ଝୁଲିପଡିଲେ ସ୍ୱାମୀ । ଏମିତି ଘଟଣା ଘଟିଛି କଲିକତାରେ । କଲିକତାରେ ବ୍ୟାଙ୍କରେ ଚାକିରି କରିଥିବା ୪୭ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀକୁ ଭିଡିଓ କଲ୍‌ କରି ଝୁଲିପଡିଛନ୍ତି । ପତ୍ନୀ ଅହମଦାବାଦରେ ରହୁଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି…

ଭଲ କରିପାରିଲେନି ପୁଅର ରୋଗ, ପରିବାରର ସମସ୍ତଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ବିଜେପି ନେତା

ମଧ୍ୟପ୍ରଦେଶର ବିଦିଶା ସହରରେ ବିଜେପି ନେତା ସଂଜୀବ ମିଶ୍ର ପରିବାରକୁ ବିଷ ନେଇ ନିଜେ ଆତ୍ମହତ୍ୟା କରିଛନ୍ତି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ନିଜ ପିଲାଙ୍କ ରୋଗ ବିଷୟରେ ଉଲ୍ଲେଖ କରାଯାଇଛି । ଖବର ମୁତାବକ, ସଂଜୀବଙ୍କ ବଡ ପୁଅ…

ଟଙ୍କା ଦେଇଥିଲେ ହେଲେ ଫେରିପାଇଲେନି, ମାନସିକ ଚାପରେ ଏକାସାଙ୍ଗରେ ପରସ୍ପରର ହାତ ବାନ୍ଧି କେନାଲକୁ ଡେଇଁପଡିଲେ ଶଳା…

ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଶଳା ଏବଂ ଭିଣୋଇ ହାତ ବନ୍ଧାବନ୍ଧି ହୋଇ କେନାଲକୁ ଡେଇଁ ପଡିଛନ୍ତି। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କେନାଲରେ ଦୁହିଁଙ୍କର ହାତବାନ୍ଧି ହୋଇଥିବା ମୃତଦେହ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ…

ଅନଲାଇନ ଗେମ୍‌ ଖେଳୁଥିବା ବେଳେ ମା’ ଛଡାଇନେଲା ମୋବାଇଲ, ରାଗରେ ଆତ୍ମହତ୍ୟା କଲା ୧୦ ବର୍ଷର ପୁଅ

ଅନଲାଇନ ଗେମ୍‌ ଖେଳିବା ଆଜିକାଲି ସବୁ ପିଲାଙ୍କ ସଉକ ହୋଇଗଲାଣି। ସବୁ କାମ ଦାମ ଛାଡି ପିଲାମାନେ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି । ପାଠ ପଢିବା ମଧ୍ୟ କମି ସାରିଲାଣି । ହେଲେ ଏହି ମୋବାଇଲ ଗେମ୍‌ ପିଲାଙ୍କୁ ନଷ୍ଟ କରୁଛି। ପିଲାମାନେ ଅବାଟ ଆପଣାଉଛନ୍ତି । ବେଳେ ବେଳେ ଆତ୍ମହତ୍ୟା ମଧ୍ୟ…

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ: ଦୁଇ ଜଣ ହଇରାଣ କରୁଥିବା କଲେ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ। ଫିନାଇଲ ପିଇବା ପରେ ବୃଦ୍ଧା ଜଣକ କହିଛନ୍ତି ବିଷ ନପାଇବାରୁ ଫିନାଇଲ ପିଦେଇଲି। ବୃଦ୍ଧଙ୍କ ନାଁ ରବିନ୍ଦ୍ର ମୋହନ ଦାସ। ଜଗତସିଂହପୁର ରଘୁନାଥପୁରରେ ତାଙ୍କ ଘର।ବୃଦ୍ଧ ଜଣକ କହିଛନ୍ତି ମତେ ଦୁଇ ଜଣ ହଇରାଣ କରୁଛନ୍ତି। ସେ ଦୁଇ…