Below header

ଫେସବୁକରେ ନିଜ ପ୍ରେମ କାହାଣୀର ଭିଡ଼ିଓ ଅପଲୋଡ କରି ଆତ୍ମହତ୍ୟା କଲେ ଯୁବକ

ପ୍ରେମ ପ୍ରତାରଣାରୁ ଆତ୍ମହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନରସିଂହପୁର କୋକଳବା ଅଂଚଳରେ । ନିଜେ ପ୍ରେମିକ ଫେସବୁକରେ ନିଜ ପ୍ରେମ ସମ୍ପର୍କରେ ଭିଡ଼ିଓ ଅପଲୋଡ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ନରସିଂହପୁର(କେନ୍ୟୁଜ) : ପ୍ରେମ ପ୍ରତାରଣାରୁ ଆତ୍ମହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନରସିଂହପୁର କୋକଳବା ଅଂଚଳରେ । ନିଜେ ପ୍ରେମିକ ଫେସବୁକରେ ନିଜ ପ୍ରେମ ସମ୍ପର୍କରେ ଭିଡ଼ିଓ ଅପଲୋଡ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ ବ୍ୟକ୍ତି ହେଲେ ନରସିଂହପୁର ବ୍ଲକ ସ୍ଥିତ କୋକୋଳବା ର ପ୍ରତାପ କୁମାର ସାହୁ । ରସି ଲଗେଇ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକରେ ୨ ଟି ଭିଡ଼ିଓ ଅପଲୋଡ କରିଥିବା ଦେଖିବାକୁ ମିଳିଛି । ପ୍ରେମ ପ୍ରତାରଣାରୁ ଏପରି କାଣ୍ଡ ବୋଲି ନିଜେ ଫେସବୁକରେ ପୋଷ୍ଟ କରିଛନ୍ତି । ପୋଲିସ ଉକ୍ତ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.