Below header

ସରକାରୀ ମଦ ଦୋକାନ ନଖୋଲିବାକୁ ଦାବି,ବିରୋଧ କଲେ ସ୍ଥାନୀୟ ଲୋକେ

ସରକାରୀ ମଦ ଦୋକାନ ନଖୋଲିବାକୁ ଦାବି । ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଙ୍ଗୁଳାଇ ପଞ୍ଚାୟତର ସରପଞ୍ଚ ଓ ଲୋକ । ଅଙ୍ଗୁଳାଇ ବଜାରରେ ପୂର୍ବରୁ ଏକ ବିଦେଶୀ ମଦ ଦୋକାନ ଥିଲା। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଦାବି ଓ ଧାରଣା ଦେବା ପରେ ମଦ ଦୋକାନ ବନ୍ଦ ରହିଥିଲା। ଏବେ ପୁଣି ମଦ ଦୋକାନ ଖୋଲିବାକୁ ଥିବାବେଳେ ଲୋକେ ଏହାକୁ ବିରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.