Browsing Tag

govt liquor

ନିର୍ବାଚନ ଲଢ଼ି ପାରିବେ ନାହିଁ ମଦ୍ୟପ! ମଦ ନିଷେଧକୁ ନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ବିହାର ସରକାର

ବିହାରରେ ଏବେ ମଦ ପିଇବା ମନା। ଏପରି କି, ମଦ ବିକ୍ରି କଲେ ମଧ୍ୟ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ରାଜ୍ୟ ସରକାର ମଦ୍ୟପାନ କରୁଥିବା ଏବଂ ମଦ ବିକୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ଏମିତି କି, ସେମାନଙ୍କୁ ବିଭିନ୍ନ ସରକାରୀ…

ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ? ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅବକାରୀ ବିଭାଗର ରହିବ ନାହିଁ କୌଣସି ଭୂମିକା

ଭୁବନେଶ୍ବର: ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ ? ତାହାର ନିଷ୍ପତ୍ତି ଜିଲ୍ଲା ନେବ। ଜିଲ୍ଲା ପ୍ରଶାସନ ବନ୍ଦ କରୁଛି, ସେମାନେ ହିଁ ଖୋଲିବେ । ମୟୂରଭଞ୍ଜ ଜିଲ୍ଲାପାଳ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳ ବି ମଦ ବିକ୍ରିକୁ ବନ୍ଦ…

ସରକାରୀ ମଦ ଦୋକାନ ନଖୋଲିବାକୁ ଦାବି,ବିରୋଧ କଲେ ସ୍ଥାନୀୟ ଲୋକେ

ସରକାରୀ ମଦ ଦୋକାନ ନଖୋଲିବାକୁ ଦାବି । ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଙ୍ଗୁଳାଇ ପଞ୍ଚାୟତର ସରପଞ୍ଚ ଓ ଲୋକ । ଅଙ୍ଗୁଳାଇ ବଜାରରେ ପୂର୍ବରୁ ଏକ ବିଦେଶୀ ମଦ ଦୋକାନ ଥିଲା। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଦାବି ଓ ଧାରଣା ଦେବା ପରେ ମଦ ଦୋକାନ…