Below header

ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ? ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅବକାରୀ ବିଭାଗର ରହିବ ନାହିଁ କୌଣସି ଭୂମିକା

ଭୁବନେଶ୍ବର: ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ ? ତାହାର ନିଷ୍ପତ୍ତି ଜିଲ୍ଲା ନେବ। ଜିଲ୍ଲା ପ୍ରଶାସନ ବନ୍ଦ କରୁଛି, ସେମାନେ ହିଁ ଖୋଲିବେ । ମୟୂରଭଞ୍ଜ ଜିଲ୍ଲାପାଳ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳ ବି ମଦ ବିକ୍ରିକୁ ବନ୍ଦ କରିଛନ୍ତି । ସମୟ ଦେଖି ଜିଲ୍ଲା ପ୍ରଶାସନ ଏନେଇ ନିଷ୍ପତ୍ତି ନେବେ। ଏଥିରେ ଅବକାରୀ ବିଭାଗର ଭୂମିକା ରହିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.