Below header
Browsing Tag

liquor store

କଟକରେ ମଦ ଦୋକାନକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଲି

କଟକ (କେନ୍ୟୁଜ): କଟକରେ ମଦ ଦୋକାନକୁ ବିରୋଧ। କଟକ ସହରରେ ବିଭିନ୍ନ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ତୀବ୍ର ବିରୋଧ କରିଛି କଟକ ନଗର ମହିଳା କଂଗ୍ରେସ। ସହରର ସମ୍ବେଦନଶୀଳ ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି…

ମଦୁଆଙ୍କ ପାଇଁ ରୁଟିନ୍ ଟାଇମ୍ : ମଦ ଦୋକାନ ଖୋଲିବ ଦିନ ୧୦.୩୦ରୁ ରାତି ୧୦.୩୦ କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡି

କେନ୍ୟୁଜ୍(ବ୍ୟୁରୋ):  ବଦଳିଲା  ମଦ ଦୋକାନ ଖୋଲିବାର ସମୟ । ଏଣିକି  ସକାଳ ସାଢେ ୧୦ଟା ଠାରୁ ରାତି ସାଢେ ୧୦ ପର୍ଯ୍ୟନ୍ତ ଖୋଲିବ ମଦ ଦୋକାନ। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ  ରାଜ୍ୟର ପ୍ରତ୍ୟେକ ସ୍ଥାନରେ ମଦ ଦୋକାନ ଖୋଲିପାରିବ। ବିଦେଶୀ ମଦ ଦୋକାନ ଦେଶୀ ମଦ ଦୋକାନ ବୟର କାଉଣ୍ଟର ଇତ୍ୟାଦି…

କାମାକ୍ଷା ନଗର : ମଦ ଚୋରି କରି ପଳାଇ ଯାଉଥିବା କାର୍ ଖସିଗଲା ଡ୍ରେନ୍‌କୁ, ଲୁଟେରା ଛାଡ଼ି ପଳାଇଲେ ଗାଡ଼ିି ମଦ

କାମାକ୍ଷାନଗର: ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି ଅଭିଯୋଗ । ମଦ ଦୋକାନ ସମ୍ମୁଖ ନାଳରେ ଫସିଲା ଗାଡି । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୨ନମ୍ବର ଓ୍ଵାର୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ୨ନମ୍ବର ଓ୍ଵାର୍ଡର ପ୍ରତାପ ଚନ୍ଦ୍ର…

ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ? ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅବକାରୀ ବିଭାଗର ରହିବ ନାହିଁ କୌଣସି ଭୂମିକା

ଭୁବନେଶ୍ବର: ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ ? ତାହାର ନିଷ୍ପତ୍ତି ଜିଲ୍ଲା ନେବ। ଜିଲ୍ଲା ପ୍ରଶାସନ ବନ୍ଦ କରୁଛି, ସେମାନେ ହିଁ ଖୋଲିବେ । ମୟୂରଭଞ୍ଜ ଜିଲ୍ଲାପାଳ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳ ବି ମଦ ବିକ୍ରିକୁ ବନ୍ଦ…