ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି ପଡିଆରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି l

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି ପଡିଆରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି  l ଏହି ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଇ ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ ବୋଲି କହିଥିଲେ  l

ଏହି କାର୍ଯ୍ୟକ୍ରମରେ ଉପକୂଳ ଅଂଚଳ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଆଦି ଜିଲ୍ଲରୁ ବିଜେପି ସାଂସଦ ପାର୍ଥି ଓ ବିଧାୟକ ପାର୍ଥିଙ୍କ ସହ ହଜାର ହଜାର ସଂଖ୍ୟକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ  ଯୋଗଦାନ କରି ଆଗାମୀ ନିର୍ବାଚନରେ ବିଜେପି କିଭଳି ବିଜୟର ସ୍ୱାଦ ଚାଖିବ ଏ ନେଇ ସଂକଳ୍ପ ନେଇଥିଲେ l

Leave A Reply

Your email address will not be published.