Below header

ପ୍ରକାଶ ପାଇଲା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ରେଜଲ୍ଟ , AI ଗ୍ରେଡ୍‌ରେ ପାସ୍ କରିନାହାନ୍ତି କୌଣସି ବି ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ରେଜଲ୍ଟ । ୧୫ ହଜାର ୨୨୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। AI ଗ୍ରେଡ୍‌ରେ କୌଣସି ଛାତ୍ରଛାତ୍ରୀ ପାସ୍‌ କରିନାହାନ୍ତି ।

ରାଜ୍ୟର ୧୫୩ଟି ସେଣ୍ଟରରେ ପରୀକ୍ଷା ହୋଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.