Below header

ଖୋର୍ଦ୍ଧାରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା: ଦିନକୁ ଦିନ ବଢିଚାଲିଛି ବ୍ରାଉନସୁଗର ବେପାର। କରୋନା ଭଳି ସ୍ଥିତିରେ ଚାରିଆଡେ କର୍ଫୁ ଚାଲିଥିବା ସମୟରେ ଏହି ସମୟରେ ଜବତ ହୋଇଛି କୋଟିଏ ଟଙ୍କାର ଧଳା ଜହର ।

ଖୋର୍ଦ୍ଧାରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ କରିଛି ଏସଟିଏଫ୍‌ । ଏହାସହ ଜଣେ ବ୍ରାଉନସୁଗର ବେପାରୀ ଗିରଫ ହୋଇଛନ୍ତି। ଦୀର୍ଘଦିନ ଧରି ଏମାନଙ୍କ ଉପରେ ଏସଟିଏଫ୍‌ର ନଜର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.