Below header

ଭଦ୍ରକ ଜିଲ୍ଲା ପୋଲିସର ନୂଆ ପ୍ରୟାସ: ଚାଲିଚାଲି ଜିଲ୍ଲା ଭିତରକୁ ଆସୁଥିବା ପ୍ରବାସୀଙ୍କୁ ଗାଡିରେ ରାଜ୍ୟ ସୀମାରେ ଛାଡ଼ିବାସହ ଯୋଗାଉଛି ଖାଦ୍ୟପାନୀୟ

ଭଦ୍ରକ: ରାସ୍ତାରେ ଯେପରି କୌଣସି ପ୍ରବାସୀ ଚାଲିଚାଲି ନଯିବେ ସେନେଇ ଭଦ୍ରକ ଜିଲ୍ଲା ପୋଲିସର ନୂଆ ମିଶନ ଆରମ୍ଭ। ଏଥିପାଇଁ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର କ୍ୟାମ୍ପ। ଏହି କ୍ୟାମ୍ପରେ ଏସପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ପ୍ରତିଦିନ ପ୍ରବାସୀଙ୍କୁ ଖାଦ୍ୟପାନୀୟ ସହ ଛୋଟ ପିଲାମାନଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

ରାସ୍ତାରେ ଯେଉଁମାନେ ଚାଲିଚାଲି ଜିଲ୍ଲା ଭିତରକୁ ଆସୁଛନ୍ତି ସେମାନଙ୍କୁ ଗାଡ଼ି କରି ରାଜ୍ୟ ସୀମାରେ ଛାଡ଼ିବାର ବ୍ୟବସ୍ଥା କରାଯାଉଛି । କେତେକ ସ୍ୱେଚ୍ଛାସେବୀ ମଧ୍ୟ ପୋଲିସଙ୍କୁ ଏହି କାର୍ଯ୍ୟରେ ସହାୟତାର ହାତ ବଢାଇଛନ୍ତି । ଯାହା ନିହାତୀ ଭାବେ ଏକ ପ୍ରସଂଶା ଯୋଗ୍ଯ  କାର୍ଯ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.